ଆମେ ଭାରତୀୟ, ଜୀବନ ବଞ୍ଚାଇବାରେ ବିଶ୍ୱାସ କରୁଥିବା ଲୋକ 🇮🇳
କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ସାହସ, ଧୈର୍ଯ୍ୟ ଓ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରି, ପ୍ରଧାନମନ୍ତ୍ରୀ @narendramodi ତାଙ୍କ ବୀରତାପୂର୍ଣ୍ଣ ପଦକ୍ଷେପକୁ ସମ୍ମାନ ଜଣାଇଛନ୍ତି। ତାଙ୍କ ସାହସିକ ପ୍ରୟାସ ଅନେକ ଜୀବନ ବଞ୍ଚାଇବା ସହ ୧୪୦ କୋଟି ଭାରତୀୟଙ୍କୁ ଗର୍ବିତ କରିଛି...
ଗୁରୁତର ଆହତ ହୋଇ ନିଜ ଜୀବନ ପାଇଁ ସଂଘର୍ଷ କରୁଥିବା ସତ୍ତ୍ୱେ, କ୍ୟାପଟେନ ସ୍ମିତ ନିଜ ଜୀବନଠାରୁ ଅନ୍ୟମାନଙ୍କ ଜୀବନକୁ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କୁ ବଞ୍ଚାଇବାକୁ ବାଛିଥିଲେ।
#ProudIndian
#SmitMachchhar
00:00
