Jump to content

ପ୍ରୋଟ୍ରିପ୍ଟିଲାଇନ

ଉଇକିପିଡ଼ିଆ‌ରୁ
ପ୍ରୋଟ୍ରିପ୍ଟିଲାଇନ
Clinical data
Trade namesVivactyl, others
SynonymsAmimethyline; Protriptyline hydrochloride; MK-240
AHFS/Drugs.commonograph
MedlinePlusa604025
Pregnancy
category
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability77–93%[୧]
    Protein binding92%[୧]
    MetabolismLiver
    Elimination half-life54–92 hours
    ExcretionUrine: 50%[୧]
    Feces: minor[୧]
    Identifiers
    • 3-(5H-dibenzo[a,d][7]annulen-5-yl)-N-methylpropan-1-amine
    ECHA InfoCard100.006.474 Edit this at Wikidata
    Chemical and physical data
    FormulaC19H21N
    Molar mass୨୬୩.୩୮ g·mol−1
    3D model (JSmol)
    • c3cc2c(\C=C/c1c(cccc1)C2CCCNC)cc3
    • InChI=1S/C19H21N/c1-20-14-6-11-19-17-9-4-2-7-15(17)12-13-16-8-3-5-10-18(16)19/h2-5,7-10,12-13,19-20H,6,11,14H2,1H3 checkY
    • Key:BWPIARFWQZKAIA-UHFFFAOYSA-N checkY
      (verify)

    ପ୍ରୋଟ୍ରିପ୍ଟିଲାଇନ (ଇଂରାଜୀ ଭାଷାରେ Protriptyline), ଅନ୍ୟମାନଙ୍କ ମଧ୍ୟରେ ଭିଭାକ୍ଟିଲ୍ ଏକ ବେପାର ନାମ, ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅବରୋଧକାରୀ ନିଦ୍ରା ଶ୍ୱାସରୋଧ ପାଇଁ ଏହା ବ୍ୟବହୃତ ହେଉଥିବାବେଳେ ଏହା ଉପଯୋଗୀ ହୋଇପାରି ନାହିଁ ।[୨] ଏହା ପାଟିରେ ଦିଆଯାଏ ।[୨]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦ୍‌ବେଗ, ମୁଣ୍ଡ ବୁଲାଇବା, ଶୁଖିଲା ପାଟି, ଦ୍ରୁତ ହତ୍‌ସ୍ପନ୍ଦନ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ, ମାନିଆ, ଆତପଦାହ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[୨] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ।[୨]

    ୧୯୬୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରୋଟ୍ରିପ୍ଟିଲାଇନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ପ୍ରାୟ ୮୦ ଡଲାର୍ ଥିଲା ।[୪] ୨୦୦୦ ମସିହା ସୁଦ୍ଧା ଏହା ଅଷ୍ଟ୍ରେଲିଆ କିମ୍ବା ଯୁକ୍ତରାଜ୍ୟରେ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୫]

    1. 1 2 3 4 Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 588–. ISBN 978-1-60913-345-0. Archived from the original on 16 December 2019. Retrieved 14 October 2021.
    2. 1 2 3 4 5 6 7 "Protriptyline Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 29 October 2021.
    3. ↑ "Protriptyline (Vivactil) Use During Pregnancy". Drugs.com (in ଇଂରାଜୀ). Archived from the original on 24 November 2020. Retrieved 29 October 2021.
    4. ↑ "Protriptyline Prices, Coupons & Savings Tips - GoodRx". GoodRx. Retrieved 29 October 2021.
    5. ↑ "Protriptyline". web.archive.org. NHS. 20 August 2013. Archived from the original on 20 August 2013. Retrieved 29 October 2021.{{cite web}}: CS1 maint: bot: original URL status unknown (link)